କଟକ: ହୋଣ୍ଡା ସିଟିରେ ଗଞ୍ଜେଇ ଚାଲାଣ ବେଳେ ଜଣେ କଲେଜ ଛାତ୍ରଙ୍କ ସହ ୨ ଗିରଫ, କାଠଯୋଡ଼ି ବ୍ରିଜ୍ ଉପରେ ଧରାପଡ଼ିଲେ, ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ