କାମାକ୍ଷାନଗର: ଭୁବନ ସୁରପ୍ରତାପପୁର ଗାଁ ପୋଖରୀ ହୁଡ଼ାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ନାବାଳକର ମୃତ୍ୟୁ; ନାବାଳକ ଚୋରି କରିଥିବା ଜଣେ ଦୋକାନୀ ଅଭିଯୋଗ କରିଥିଲେ, ଘରେ ଜାଣିଯିବା ଭୟରେ ନାବାଳକ ଆତ୍ମହତ୍ୟା କରିଥିବା ସନ୍ଦେହ