ଧର୍ମଗଡ଼: ଉଦନ୍ତୀ ନଦୀରୁ ମାଡ଼ିଆସିଲା ପାଣି; ଫସିଛନ୍ତି ୧୦ ଜଣ, ମେଗା ଉଠା ଜଳସେଚନ ପ୍ରକଳ୍ପ କାମ ବେଳେ ହଠାତ୍ ପାଣି ମାଡ଼ି ଆସିଲା, ଗୋଲାମୁଣ୍ଡା ଚପରିଆ ଗାଁର କିଛି ଲୋକ ଓ ଶ୍ରମିକ ଫସି ରହିଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।