କାମାକ୍ଷାନଗର: ମାଳପୁରା ରାମ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ୍, ଶାବଳରେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦାନବାକ୍ସରୁ ଟଙ୍କା ସହିତ ସିସିଟିଭି ହାର୍ଡଡିସ୍କ ନେଇ ପଳାଇଛନ୍ତି ଦୁର୍ବୃତ୍ତ