ଢେଙ୍କାନାଳ: ଢେଙ୍କାନାଳ ସହର ମୀନାବଜାରରେ ଘରେ ପଶି ଯୁବକଙ୍କୁ ଗଳାକାଟି ହତ୍ୟା, ମୃତ ଯୁବକଙ୍କ ନାଁ ମଣ୍ଟୁ ପାତ୍ର, ସୁନା ଦୋକାନ କରିଛନ୍ତି, କିଏ, କ’ଣ ପାଇଁ ହତ୍ୟା କଲା କିଛି ସ୍ପଷ୍ଟ ହୋଇନି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।