ଢେଙ୍କାନାଳ: ଗଁଦିଆ ଥାନା ଅଞ୍ଚଳରେ ଗତ ରାତିରେ ଅଙ୍ଗନଓ୍ୱାଡି ଦିଦିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ, ଭାଇ ସହ ଗାଁକୁ ଫେରିଲା ବେଳେ ୩ ଜଣ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ