ଢେଙ୍କାନାଳ: ରୋଗୀ ଚିକିତ୍ସା ପାଇଁ ୨ ଡାକ୍ତରଙ୍କ ମଧ୍ୟରେ ବଚସା; ଚିକିତ୍ସାରେ ବିଳମ୍ବ ହେବାରୁ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ, ଛାତିରେ ଯନ୍ତ୍ରଣା ହେବାରୁ ଗଁନ୍ଦିଆ ଗୁଣ୍ଡୁରାପଶି ଗାଁର ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ