ବାଣ ଭିଡ଼ୁଥିବା ବେଳେ ଘଟିଲା ଅଘଟଣ, ଚାଲିଗଲା ଜଣଙ୍କ ଜୀବନ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ବାଣ ଭିଡ଼ୁଥିବା ବେଳେ ଘଟିଲା ବିସ୍ଫୋରଣ। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗରସ୍ଥିଗ ବଡ଼ଗଡ଼ ଥାନା କେ. ଭୀମପୁର ଗାଁରେ। ଗାଁ ନିକଟରେ ଥିବା ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ମିଳିଥିବା ରିପୋର୍ଟ ମୁତାବକ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣଙ୍କୁ ଶେରଗଡ଼ ହସ୍ପିଟାଲରେ […]

BOMB

BOMB

Ranjit Kumar Jena
  • Published: Thursday, 29 October 2020
  • Updated: 29 October 2020, 11:54 AM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ବାଣ ଭିଡ଼ୁଥିବା ବେଳେ ଘଟିଲା ବିସ୍ଫୋରଣ। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଭଞ୍ଜନଗରସ୍ଥିଗ ବଡ଼ଗଡ଼ ଥାନା କେ. ଭୀମପୁର ଗାଁରେ।

ଗାଁ ନିକଟରେ ଥିବା ଜଙ୍ଗଲରେ ବୋମା ଭିଡ଼ୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ମିଳିଥିବା ରିପୋର୍ଟ ମୁତାବକ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଗୁରୁତର ଭାବେ ଆହତ ହୋଇଥିବା ଦୁଇଜଣଙ୍କୁ ଶେରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ବର୍ତ୍ତମାନ ଉଭୟଙ୍କର ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos