ମାଛରେ ଫର୍ମାଲିନ୍ ନାହିଁ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ: ୨୦ଟି ଜିଲ୍ଲାରୁ ୧୩୭ଟି ମାଛ ନମୂନା ସଂଗ୍ରହ ହୋଇଛି, ୮୯ଟି ନମୂନାର ପରୀକ୍ଷା ସରିଛି, ଫର୍ମାଲିନ୍ ନାହିଁ, ଅଯଥା ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ