ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ନଦୀଗୁଡ଼ିକର ଜଳପତ୍ତନ ବୃଦ୍ଧି: ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ, ମଥାନି ଠାରେ ବିପଦ ସଂକେତ ୫.୮୦ ମିଟର, ଜଳସ୍ତର ରହିଛି ୬.୫୦ ମିଟର, ସୋନ ଓ ଗଙ୍ଗାହାର ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି