କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍‌ ପାଇଁ ବିଦ୍ୟୁତ୍‌ କର ବୃଦ୍ଧି,୨୩ ପଇସାରୁ ୫୫ ପଇସାକୁ ବଢ଼ିଲା, ରାଜ୍ୟ ସରକାର ୮୭୫ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ