ଥେରୁବାଲି ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ଦୁଃଖଦାୟକ କହିଲେ ଇମ୍ଫା କର୍ତ୍ତୃପକ୍ଷ;କହିଲେ,ସ୍ଥାନୀୟ ଲୋକଙ୍କ ସମସ୍ତ ଦାବି ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି,ଲୋକେ ଦାବି କରୁଥିବା ଆମ୍ବୁଲାନ୍ସ ବୁକ୍ ହୋଇସାରିଛି, କିଛି ଗାଁର ଆଲୋକୀକରଣ ବ୍ୟବସ୍ଥା ପାଇଁ ସାମଗ୍ରୀ ପହଞ୍ଚି ସାରିଛି, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ପରେ ଆଲୋକୀକରଣ କାମ ହେବ