ଯାଜପୁର: ଜେଲ୍ ଫେରନ୍ତାର ଗୋଇଠା ମାଡ଼ରେ ଯୁବକଙ୍କ ମୃତ୍ୟୁ; ଗିରଫ ଦାବିରେ ଶଙ୍ଖାରିଡ଼ିହରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ, ଅଭିଯୁକ୍ତ ଗିରି ମଣ୍ଡଳକୁ ଅଟକ ରଖି ପୁଲିସର ପଚରାଉଚରା, ସ୍ତ୍ରୀ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟି ଫେରିଥିଲା ଗିରି ମଣ୍ଡଳ