କଳାହାଣ୍ଡି ଜିଲ୍ଲା ମୁଣ୍ଡରାଗୁଡ଼ା ପଞ୍ଚାୟତ କନକପଦର ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରିଲାନି, ଘରେ ପ୍ରସବ ପରେ କିଛି ବାଟ ଖଟିଆରେ ବୁହା ହେଲେ ମହିଳା, ତା’ପରେ ଆମ୍ବୁଲାନ୍ସରେ ଗଲେ