କଳିଙ୍ଗ ନଗର ଗୁଳିକାଣ୍ଡ ତଦନ୍ତ କମିଶନ ରିପୋର୍ଟ ପ୍ରସଙ୍ଗ: ସରକାର କମିଶନଙ୍କ ଆଦେଶର ଅନୁପାଳନ କରିଥିବା ନେଇ ବିଧାନସଭାରେ ସୂଚନା, ଅତିରିକ୍ତ ୧୫.୫ ଲକ୍ଷ କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଛି, ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଅଫର କରାଯାଇଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।