ରାଜ୍ୟରେ ଲଗାଣ ବର୍ଷା ନେଇ SRCଙ୍କ ସୂଚନା; କଲ୍ୟାଣସିଂହପୁରରେ ବର୍ଷା ଯୋଗୁଁ ସାମାନ୍ୟ କ୍ଷତି ହୋଇଛି, ବିଭିନ୍ନ ସ୍ଥାନରେ ଅସ୍ଥାୟୀ ରାସ୍ତା ଓ ଦୁର୍ବଳ ପୋଲ ଭୁଶୁଡ଼ିଛି, ମାତ୍ର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ନାହିଁ