ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପୁଣି ମିଥ୍ୟା ସତ୍ୟପାଠ ମାମଲା ପ୍ରସଙ୍ଗରେ ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ କହିଲେ- ପୂର୍ବରୁ ଏଭଳି ସମାନ ମାମଲା ଦାଖଲ ହୋଇଥିଲା, ଏଥିରେ ବାସ୍ତବତା ନାହିଁ; ଏଭଳି ମିଥ୍ୟା ମାମଲାରୁ ସ୍ପଷ୍ଟ ଯେ, ଷଡ଼ଯନ୍ତ୍ରକାରୀ ଭୟଭୀତ ହେଲେଣି, ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ

tazzzzzz

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 05:11 PM IST

Related story