କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାବୁ ସାହୁକୁ ଏନ୍‌କାଉଣ୍ଟର: ଡାହାଣ ଗୋଡ଼ରେ ଗୁଳି ବାଜିଛି, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର, ବାବୁ ନାଁରେ ୫୦ରୁ ଅଧିକ ମାମଲା ରହିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।