ଜଳ ନିଷ୍କାସନ ଦାବିରେ ଦେପୁରଠାରେ ସ୍ଥାନୀୟ ଲୋକଙ୍କ କେନ୍ଦ୍ରାପଡ଼ା-ଗଣ୍ଡାଖିଆ ରାସ୍ତା ଅବରୋଧ: ରାସ୍ତାରେ କଲଭର୍ଟ ନିର୍ମାଣ ମଧ୍ୟ ଦାବି କରୁଛନ୍ତି ଲୋକେ