କେନ୍ଦୁଝର: ବେମାବାରୀ ଥାନା ପିଢ଼ପୋଖରୀ ଗାଁରେ ଗୁଣି ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା, ଗାଁରେ ଜଣଙ୍କ ଅନିଷ୍ଟ ହେବାରୁ ସନ୍ଦେହରେ ପିଟି ମାରିଦେଲେ ଲୋକେ, ୪ ଅଟକ