ଆନନ୍ଦପୁର: ବଣିଆହୁଡ଼ି କେନାଲ୍‌କୁ ମାଛ ଧରିବାକୁ ଯାଇ ଦୁଇ ନିଖୋଜ ଘଟଣା; ଅଧାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ହେବାରୁ ପ୍ରତିବାଦରେ ଛେନାପତି-ହଦଗଡ଼ ରାସ୍ତାର ବଣିଆହୁଡ଼ି ଛକରେ ରାସ୍ତା ଅବରୋଧ