ଖୋର୍ଦ୍ଧାରେ ନିଜ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଘରୋଇ କମ୍ପାନୀ ଥେରୁବାଲି କେମିକାଲ୍ସ ନାଁରେ ପୋଲିସର ଏତଲା, କମ୍ପାନୀରେ କାମ କରୁଥିଲେ ମୃତକ ସୌମ୍ୟକାନ୍ତ, ଗତକାଲି ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ