ଖୋର୍ଦ୍ଧା: ବୋଲଗଡ଼ ଠଣାପଲ୍ଲୀ ଗାଁରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ; ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକେ, ଫେରାର ହୋଇଯାଉଥିବା ବେଳେ ସ୍ୱାମୀକୁ ଧରି ପୁଲିସ୍‌ରେ ଦେଲେ ଲୋକେ