ଖୋର୍ଦ୍ଧା: ଜଙ୍କିଆ ଥାନା ଟାଙ୍କୋଳ ଗାଁରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରୁ ନବଜାତ ଶିଶୁକନ୍ୟାକୁ ଗ୍ରାମବାସୀ ଉଦ୍ଧାର କରି ଚାଇଲ୍ଡ ଲାଇନ୍ ହସ୍ତାନ୍ତର କଲେ