କେନ୍ଦୁଝର: ବେଆଇନ୍ ଖଣି ଖନନ ମାମଲାରେ ଜରିମାନା ଦେଇ ନଥିବା ୩୫ଟି ଖଣି ମାଲିକଙ୍କୁ ଜିଲ୍ଲାପାଳଙ୍କ ନୋଟିସ; ଓପିଡିଆର୍ ଆକ୍ଟ ଅନୁସାରେ ନୋଟିସ୍