କେନ୍ଦୁଝର: ମହାପରାୟଣ ଗାଡ଼ି ନ ମିଳିବାରୁ ଟ୍ରଲିରେ ବୁହାହେଲା ଶବ; ଅସୁସ୍ଥତା ଯୋଗୁଁ ସହରରେଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଥିଲା, ମହାପରାୟଣ ଗାଡ଼ି ନ ମିଳିବାରୁ ଶେଷରେ ଶବକୁ ଟ୍ରଲିରେ ବୋହିଲେ ପରିବାର ଲୋକେ