ନାରାୟଣପାଟଣା: ବନ୍ଧୁଗାଁ ବ୍ଲକ୍‌ କାପଲଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ ସହ ଘର ଭାଙ୍ଗିଲେ ୭ଟି ହାତୀ, ବନବିଭାଗ ଦ୍ୱାରା ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି