ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଦେବାଶିଷ ସାମନ୍ତରାୟଙ୍କ ଆହ୍ୱାନ: କହିଲେ- ଯଦି ସାହସ ଅଛି ମୋ ବିରୋଧରେ ନିର୍ବାଚନ ଲଢ଼ନ୍ତୁ, ମୋର ଶେଷ ଇଚ୍ଛା ଏହି ଅଞ୍ଚଳରୁ ପ୍ରାର୍ଥୀ ହେବି, ଲୋକେ ଦାମଙ୍କୁ ବିରୋଧ କଲେଣି, ସେଥିପାଇଁ ସେ ଡରିକି ଏହି ଅଞ୍ଚଳକୁ ଆସୁ ନାହାନ୍ତି