ଗତ ରାତିରେ ବାରିପଦା ସହରର ୪ଟି ATMରୁ ଲୁଟ୍: ତୁଳସୀଚଉରା, ପାଲବଣି ଓ ଷ୍ଟେସନ ବଜାରର ୨ଟି ATM ଲୁଟ୍, ସବୁଠି ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିଛନ୍ତି ଦୁର୍ବୃତ୍ତ, ପୋଲିସ୍ର ତଦନ୍ତ ଆରମ୍ଭ