ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳିଦେଲେ ପାରାଦୀପ ବିଧାୟକ ଦାମୋଦର ରାଉତ: କହିଲେ, ଛତିଶଗଡ଼ ପାଇଁ ମହାନଦୀ ଶୁଖିଲା ପଡ଼ିଛି, ହାହାକାର ଅବସ୍ଥା, ବାଜପେୟୀ ଥିବା ବେଳେ ଅନେକ ସମସ୍ୟା ସମାଧାନ କରିଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।