ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ପାରାଦୀପ ତାରିଣୀଗଡ଼ା ଗୁଳିକାଣ୍ଡ ଓ କଟକ ପ୍ରେସ୍‌ଛକ ବୋମାମାଡ଼ ମାମଲାରେ ଜାମିନ, ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟଙ୍କ ସର୍ତ୍ତ, ଜାମିନ ପରେ ମହିମାଙ୍କ ଜେଲରୁ ମୁକୁଳିବା ଆଶା ଉଜ୍ଜ୍ୱଳ, ପୂର୍ବରୁ ସିୱେଜ୍ ସିପିଂ GM ହତ୍ୟା ମାମଲାରେ ମିଳିଛି ଜାମିନ