ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ; ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବହୁ ପ୍ରତୀକ୍ଷା ପରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ୱପ୍ନ ସାକାର ହେଲା, ୧୦ଟି ପଞ୍ଚାୟତକୁ ଯୋଡ଼ିଲା ସମ୍ପର୍କର ସେତୁ