ଚିତ୍ରକୋଣ୍ଡା: ନାକାମାମୁଡ଼ି ପଞ୍ଚାୟତ ବର୍ଲାବନ୍ଧ ନାଳରେ ଗତକାଲି ସନ୍ଧ୍ୟାରୁ ଡଙ୍ଗା ବୁଡ଼ି ୪ଜଣ ନିଖୋଜ, ନିଖୋଜଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି, ଚାଷ କାମ ସାରି ଫେରିଲା ବେଳେ ଡଙ୍ଗା ବୁଡ଼ିଯାଇଥିଲା