ମାଲକାନଗିରି: ଡଙ୍ଗା ବୁଡ଼ି ୪ ନିଖୋଜ ଘଟଣା; ନାଳ ଭିତରୁ ମିଳିଲା ନିଖୋଜ ୩ ମହିଳା ଓ ଗୋଟିଏ ଶିଶୁର ମୃତଦେହ, ସୋମବାର ସନ୍ଧ୍ୟାରେ ଡର୍ଲାବନ୍ଧ ନାଳରେ ଡଙ୍ଗା ବୁଡ଼ି ଯାଇଥିଲା