ମାଲକାନଗିରି: ଗୁରୁପ୍ରିୟା ସେତୁ ନେଇ ଅଡ଼ିଓ ଟେପ୍ ଜାରି କଲେ ନକ୍ସଲ, କହିଲେ- ଗୁରୁପ୍ରିୟା ବିଚ୍ଛିନ୍ନାଞ୍ଚଳର ବିକାଶ ବଦଳରେ ବିନାଶ କରିବ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେତୁ ବିଚ୍ଛିନ୍ନାଞ୍ଚଳର କ୍ଷତି ହୋଇଛି, କ୍ଷତିପୂରଣ ନଦେଲେ କଡ଼ା ଜବାବ ଦିଆଯିବ