ଅମଲିପାଲି ସଭାରେ ପିସି ପ୍ରସଙ୍ଗ ଉଠାଇଲେ ମୋଦି: କହିଲେ- ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି, ଏ ପିସି ପାଇଁ କୌଣସି ପ୍ରକାର ବିକାଶ ହୋଇପାରୁନାହିଁ, ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା