ମୁନିଗୁଡ଼ା: ଅମ୍ବାଗୁଡ଼ା ଇନ୍ଦ୍ରାପଡ଼ାରେ ଏକ ଦୋକାନରେ ଥିବା ପେଟ୍ରୋଲରେ ନିଆଁ ଲାଗିଯିବାରୁ ୫ ବର୍ଷର ଶିଶୁ ମୃତ; କାଲି ନିଆଁରେ ଶିଶୁ ଅଧା ଜଳି ଯାଇଥିଲା,ଆଜି ତାର ମୃତ୍ୟୁ ଘଟିଛି