ମୁନିଗୁଡ଼ା: ଡୁମୁରୀନେଳୀରୁ ଜଗଦଲପୁର ଯିବାବେଳେ ବିଷମକଟକ ଥାନା ଅନ୍ଧାରୀନାଳ ନିକଟରେ ପୋଲରୁ ଖସିପଡ଼ିଲା ଶାରଳା ବସ୍, ୨ ଗୁରୁତର, ୩୦ ଆହତ, ସମସ୍ତ ଗୁରୁତଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର