ବ୍ରହ୍ମପୁର: ସେରଗଡ଼ ଗୋଠ ଗାଁରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ; ବାଇକ୍‌ରେ ଆସି ୩ ଦୁର୍ବୃତ୍ତ ଗାଁ ମଝିରେ ଗୁଳି ମାରି ଫେରାର୍, ମୃତ ଯୁବକଙ୍କ ନାଁ ଯୋଗୀ ସ୍ୱାଇଁ, ସେ ଠିକାଦାରୀ କାମ କରୁଥିଲେ