ସୋର:କୁପାରୀ ଦାନ୍ତିଆ ଛକରେ ଯୁବକଙ୍କୁ ହତ୍ୟା, ମେଲୋଡି ଦେଖି ଫେରିବା ବେଳେ ୨ ଦୁର୍ବୃତ୍ତ ରାସ୍ତା ମଝିରେ ହାଣି ଦେଲେ, କାରଣ ଅସ୍ପଷ୍ଟ , ମୃତକ ପିତାପାଣିଆ ଗାଁର ସତ୍ୟଜିତ ମହାରଣା