ଉମରକୋଟ: ଅଟୋରେ ପ୍ରସବ କଲେ ଡାବୁଗାଁ ବ୍ଳକ୍ ଗାଡ଼ାଖୁଣ୍ଟା ପଞ୍ଚାୟତ ଡଙ୍ଗରା ଗାଁର ପ୍ରସୂତୀ, ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି କହି ଆସିଲା ନାହିଁ, ଅଟୋରେ ଯିବାରେ ବିଳମ୍ବ ହେବାରୁ ବାଟରେ ପ୍ରସବ କଲେ ପ୍ରସୂତୀ