ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ୍ ନିଶିନାହାଣ୍ଡିରେ ଦେହ ଖରାପ ହେବାରୁ ଦେଢ଼ ବର୍ଷର ଶିଶୁପୁତ୍ରକୁ ଚେଙ୍କ, ଶିଶୁର ପେଟ ଓ ମୁଣ୍ଡରେ ଚେଙ୍କ ଦେଇଛନ୍ତି ପରିବାର ଲୋକେ, ମେଡିକାଲରେ ଭର୍ତ୍ତି