ଉମରକୋଟ: ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲା ନାହିଁ ୧୦୨ ଆମ୍ବୁଲାନ୍ସ; ଖଟିଆରେ ବୁହା ହେଲେ ଝରିଗାଁ ବ୍ଲକ୍ ତାରାଯୋଡ଼ି ଗାଁର ପ୍ରସୂତୀ, ୨ କିମି ଖଟିଆରେ ଆଣିବା ବେଳେ ବାଟରେ କଲେ ପ୍ରସବ