ନୟାଗଡ଼: ଦଶପଲ୍ଲା ଶ୍ରୀରାମପୁରରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିକାଣ୍ଡରେ ୫ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି, କାରଣ ଅସ୍ପଷ୍ଟ, ନିଆଁ ଲାଗିବା ପରେ ଲିଭାଇବା ପାଇଁ ଆସିଲାନି ଅଗ୍ନିଶମ ଟିମ୍