ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଙ୍ଗନାଙ୍କୁ କଂଗ୍ରେସର ଚେତାବାନୀ: ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗ ନଚେତ...
କଂଗ୍ରେସର ହିମାଚଳ ପ୍ରଦେଶ ସରକାର ଋଣ କରୁଛନ୍ତି ଓ ସୋନିଆ ଗାନ୍ଧିଙ୍କୁ ଦେଉଛନ୍ତି ବୋଲି କଙ୍ଗନା ଅଭିଯୋଗ କରିଥିଲେ।
Politics
ତାଳଦଣ୍ଡା ଭଳି ନୂଆ ରୂପ ପାଇବ କି ପେଟାନାଳ ?
ଦୀର୍ଘଦିନ ହେବ ବନ୍ଦ ପଡିଛି ପେଟାନାଳ ପ୍ରକଳ୍ପ କାର୍ଯ୍ୟ। ପୁନରୁଦ୍ଧାର କାମ ଆରମ୍ଭ ହୋଇ କିଛିଦିନ ଭିତରେ ହଠାତ୍ ବନ୍ଦ ହୋଇଯାଇଛି ବହୁପ୍ରତିକ୍ଷିତ ପ୍ରକଳ୍ପ।
Politics
ନାଁ ନନେଇ ଅଶୋକ ପଣ୍ଡାଙ୍କ ଉପରେ ବର୍ଷିଲେ ବିରଞ୍ଚି ଓ ଅମରେଶ
ଭରତପୁର ଥାନା ମାମଲାରେ ରବିବାର ଅପରାହ୍ନରେ ‘ଶଙ୍ଖ ଭବନ’ରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା ଓ କାଉନ୍ସିଲରମାନେ ଯୋଗଦେଇଥିଲେ।
Politics
ଜମ୍ମୁ-କଶ୍ମୀରକୁ ନେଇ ବଡ଼ କଥା କହିଲେ ରାହୁଲ ଗାନ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ଲୋକଙ୍କ ଠାରୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
Politics
୪ର୍ଥ ପାଳିର ଗ୍ୟାରେଣ୍ଟ ନାହିଁ: କାହିଁକି ଏମିତି କହିଲେ ନୀତୀନ ଗଡ଼କରୀ
ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାରେ ରହିଛି। ଏନଡିଏ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ ଅଠାୱାଲେ ଓ ଗଡ଼କରୀ ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।