ଓଡ଼ିଆ ସଂସ୍କୃତିକୁ ଅଭିଜିତ ଆୟର ମିତ୍ରଙ୍କ ସମାଲୋଚନାକୁ ନିନ୍ଦା କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା: କହିଲେ- ଅଭିଜିତଙ୍କ ଭିଡିଓ ସୁଟିଂ ବେଳେ ମୁଁ ତାଙ୍କ ସହ ନଥିଲି; ବ୍ୟଙ୍ଗ, ପରିହାସ ଛଳରେ ସେ କହୁଥିବା ଭିଡିଓରୁ ଜଣାପଡ଼ୁଛି, ତେବେ ସେ ଯାହା ବି ହେଉ ମୁଁ ଏହାକୁ ନିନ୍ଦା କରୁଛି, ମୋ ସଂସ୍କୃତି ଓ ପରମ୍ପରାକୁ ନେଇ ମୁଁ ଗର୍ବ କରେ