ପଟ୍ଟାମୁଣ୍ଡାଇ କଲେଜରେ ଉତ୍ତେଜନା; ତାଲା ପକାଇଲେ ଛାତ୍ର, କଲେଜକୁ ଅଣଛାତ୍ର ପ୍ରବେଶକୁ ବିରୋଧ କରି ରାସ୍ତା ଅବରୋଧ, କାଲି କିଛି ଅଣଛାତ୍ର କଲେଜରେ ପଶି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ