ପଟ୍ଟାମୁଣ୍ଡାଇ: ଏମ୍‌ଡିଏମ୍‌ ତୋଷରପାତ ଅଭିଯୋଗରେ କଖାରୁଣୀ ୟୁଜି ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକ ରାମଚନ୍ଦ୍ର ନାୟକ ନିଲମ୍ବନ ହେବା ପ୍ରତିବାଦରେ ସ୍କୁଲ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ