ଫୁଲବାଣୀ: ଆଜି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକି; ପୂରା କନ୍ଧମାଳ ଜିଲ୍ଲାରେ କଡ଼ା ସୁରକ୍ଷା, ୯ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଜଲେଶପେଟା ଓ ଚକାପାଦ ଆଶ୍ରମରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ମୁତୟନ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।