ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଚାଲିଛି ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି,୧୦୮ କୁମ୍ଭ ସୁବସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ; ମହାପ୍ରଭୁ ଜଗନ୍ନାଥ ୩୫, ବଳଭଦ୍ର ୩୩ ଓ ମା’ ସୁଭଦ୍ରା ୨୨ ଗରା ଜଳରେ ସ୍ନାନ କରିବେ